ପ୍ରହିତ Prahita
- ସଂ. ବିଣ. (ପ୍ର+ଧା ଧାତୁ=କ୍ଷେପଣ କରିବା+ କର୍ମ. ତ) — ପ୍ରେରିତ — Sent; despatched; discharged; emitted
- ସଂ. ବିଣ. (ପ୍ର+ଧା ଧାତୁ=କ୍ଷେପଣ କରିବା+ କର୍ମ. ତ) — ପ୍ରଯୁକ୍ତ; ନିଯୁକ୍ତ — Employed; engaged; commissioned
- ସଂ. ବିଣ. (ପ୍ର+ଧା ଧାତୁ=କ୍ଷେପଣ କରିବା+ କର୍ମ. ତ) — ବିସ୍ତୃତ; ପ୍ରସାରିତ — Stretched; extended
- ସଂ. ବିଣ. (ପ୍ର+ଧା ଧାତୁ=କ୍ଷେପଣ କରିବା+ କର୍ମ. ତ) — ନିରସ୍ତ — Suppressed; checked
- ସଂ. ବିଣ. (ପ୍ର+ଧା ଧାତୁ=କ୍ଷେପଣ କରିବା+ କର୍ମ. ତ) — ପ୍ରଦତ୍ତ — 5. Bestowed; endowed