ପ୍ରହେଳିକା Praheḻikā
- ସଂ. ବି. (ପ୍ର+ ହିଳ୍ ଧାତୁ=ଅଭିପ୍ରାୟ ସୂଚନା କରିବା+ କରଣ. ଅ+କ+ ସ୍ତ୍ରୀ. ଆ) — ପହଳୀ; କୂଟପ୍ରଶ୍ନ, ନାଆଁଦିଆ — Riddle; enigma; a puzzle; conundrum
- ସଂ. ବି. (ପ୍ର+ ହିଳ୍ ଧାତୁ=ଅଭିପ୍ରାୟ ସୂଚନା କରିବା+ କରଣ. ଅ+କ+ ସ୍ତ୍ରୀ. ଆ) — ଉଦାହରଣ:—ବିରାଡ଼ି ନୁହେଁ ସେ କଳାମୁହାଁଟା ସାପ ନୁହେଁ ତାର ଜିଭ ଦୁଇଟା ନୁହେଁ ଦୌପ୍ରଦୀ ପାଞ୍ଚ ବର ତାର ବୁଝି କହିବ ହେ ପଣ୍ଡିତବର। (ଉତ୍ତର—ଲେଖନୀ ବା କଲମ)—କୁଳମଣି, ଅଳଙ୍କାର ତରଙ୍ଗିଣୀ।