ପ୍ରମୃତ Pramṛuta

  • ସଂ. ବି. (ବହୁବ୍ରୀହି; ପ୍ର=ବହୁ+ମୃତ; ଯଦ୍ଦ୍ୱାରା ବହୁଜୀବ ମୃତ ହୁଅନ୍ତି। ଭୂମି ଚାଷ କରିବା ଦ୍ୱାରା ଭୂପୃଷ୍ଠସ୍ଥ ଓ ଭୂଗର୍ଭସ୍ଥ ବହୁ କ୍ଷୁଦ୍ର କୀଟାଦି ମୃତ ହୁଅନ୍ତି) — ଚାଷଦ୍ୱାରା ଜୀବିକାନିର୍ବାହ; କୃଷି (ହି. ଶ) — Agriculture; husbandry