ପ୍ରମୋକ୍ଷ Pramoksha

  • ସଂ. ବି. (ପ୍ର+ମୋକ୍ଷ) — ମୁକ୍ତି — Liberation
  • ସଂ. ବି. (ପ୍ର+ମୋକ୍ଷ) — ମୋକ୍ଷ ଗତି — Salvation
  • ସଂ. ବି. (ପ୍ର+ମୋକ୍ଷ) — ତ୍ୟାଗ — Abandonment
  • ସଂ. ବି. (ପ୍ର+ମୋକ୍ଷ) — ନିକ୍ଷେପ — Throwing
  • ସଂ. ବି. (ପ୍ର+ମୋକ୍ଷ) — ତଳେ ପକାଇ ଦେବା — Dropping; letting fall