ପ୍ରବୋଧ Prabodha
- ସଂ. ବି. (ପ୍ର+ବୁଧ୍ ଧାତୁ+ଭାବ. ଅ) — ଜାଗରଣ; ନିଦରୁ ଉଠିବା — Awaking (from sleep or ignorance)
- ସଂ. ବି. (ପ୍ର+ବୁଧ୍ ଧାତୁ+ଭାବ. ଅ) — ଚେଇଁ ରହିବା; ଚିଆଁ — Wakefulness
- ସଂ. ବି. (ପ୍ର+ବୁଧ୍ ଧାତୁ+ଭାବ. ଅ) — ଜ୍ଞାନ — Consciousness
- ସଂ. ବି. (ପ୍ର+ବୁଧ୍ ଧାତୁ+ଭାବ. ଅ) — ପ୍ରକୃଷ୍ଟ ଜ୍ଞାନ — Wisdom; understanding
- ସଂ. ବି. (ପ୍ର+ବୁଧ୍ ଧାତୁ+ଭାବ. ଅ) — ବୁଦ୍ଧି — Intellect; intelligence
- ସଂ. ବି. (ପ୍ର+ବୁଧ୍ ଧାତୁ+ଭାବ. ଅ) — ସାନ୍ତ୍ୱନା — Consolation; soothing
- ସଂ. ବି. (ପ୍ର+ବୁଧ୍ ଧାତୁ+ଭାବ. ଅ) — ହୁସିଆରି; ସତର୍କତା — Vigilance
- ସଂ. ବି. (ପ୍ର+ବୁଧ୍ ଧାତୁ+ଭାବ. ଅ) — ବିକାଶ — Expanding
- ସଂ. ବି. (ପ୍ର+ବୁଧ୍ ଧାତୁ+ଭାବ. ଅ) — ଉପଦେଶ — Instruction
- ସଂ. ବି. (ପ୍ର+ବୁଧ୍ ଧାତୁ+ଭାବ. ଅ) — ଉତ୍ତେଜନା — Excitement
- ସଂ. ବି. (ପ୍ର+ବୁଧ୍ ଧାତୁ+ଭାବ. ଅ) — ଜ୍ଞାନର ବିକାଶ — The awakening of consciousness; the dawning of knowledge
- ସଂ. ବି. (ପ୍ର+ବୁଧ୍ ଧାତୁ+ଭାବ. ଅ) — ସ୍ୱାଚ୍ଛନ୍ଦ୍ୟ — Comfort