ପ୍ରବୋଧନା Prabodhanā

  • ସଂ. ବି. (ପ୍ର+ବୁଧ୍ ଧାତୁ ଣିଚ୍= ବୋଧି ଧାତୁ+ଭାବ ଅନ.+ଆ) — କୌଣସି ବ୍ୟକ୍ତିକୁ ନିଦରୁ ଉଠାଇବା; ଜାଗରିତକରଣ — Awakening; arousing
  • ସଂ. ବି. (ପ୍ର+ବୁଧ୍ ଧାତୁ ଣିଚ୍= ବୋଧି ଧାତୁ+ଭାବ ଅନ.+ଆ) — ଉତ୍ତେଜନ; ଉଦ୍ଦୀପନା — Exciting; reviving
  • ସଂ. ବି. (ପ୍ର+ବୁଧ୍ ଧାତୁ ଣିଚ୍= ବୋଧି ଧାତୁ+ଭାବ ଅନ.+ଆ) — ସାନ୍ତ୍ୱନାଦାନ; ଆଶ୍ୱାସନା — Consoling; soothing
  • ସଂ. ବି. (ପ୍ର+ବୁଧ୍ ଧାତୁ ଣିଚ୍= ବୋଧି ଧାତୁ+ଭାବ ଅନ.+ଆ) — ବିଭୀଷଣ ସହିତରେ ସର୍ବେ ନାରୀ କଲେକ ଯେ ସ୍ନାନ, ସମସ୍ତ ନାରୀଙ୍କି ପ୍ରବୋଧନା କରି ନେଲେକ ସଦନ। ବିଶ୍ୱନାଥ. ବିଚିତ୍ରରାମାୟଣ।
  • ସଂ. ବି. (ପ୍ର+ବୁଧ୍ ଧାତୁ ଣିଚ୍= ବୋଧି ଧାତୁ+ଭାବ ଅନ.+ଆ) — ଜ୍ଞାପନ — Informing
  • ସଂ. ବି. (ପ୍ର+ବୁଧ୍ ଧାତୁ ଣିଚ୍= ବୋଧି ଧାତୁ+ଭାବ ଅନ.+ଆ) — ବୁଝାଇବା — convincing; instruction
  • ସଂ. ବି. (ପ୍ର+ବୁଧ୍ ଧାତୁ ଣିଚ୍= ବୋଧି ଧାତୁ+ଭାବ ଅନ.+ଆ) — ସୁଗନ୍ଧ ଦ୍ରବ୍ୟର ପୂର୍ବଗନ୍ଧର ପୁନରୁତ୍ପାଦନ — Reviving the original fragrance of a thing
  • ସଂ. ବି. (ପ୍ର+ବୁଧ୍ ଧାତୁ ଣିଚ୍= ବୋଧି ଧାତୁ+ଭାବ ଅନ.+ଆ) — କୌଣସି ବ୍ୟକ୍ତିକୁ ଜ୍ଞାନ ଦେବା — Infusing knowledge or wisdom into a person
  • ସଂ. ବି. (ପ୍ର+ବୁଧ୍ ଧାତୁ ଣିଚ୍= ବୋଧି ଧାତୁ+ଭାବ ଅନ.+ଆ) — ଜାଗରଣ (ହି. ଶ.) — Waking up