ପ୍ରବୋଧନୀ Prabodhanī

  • ସଂ. ବି. (ପ୍ରବୋଧନ+ଈ.) — ଦୁରାଲଭା — A prickly plant; Hedysarum Alhagi
  • ସଂ. ବି. (ପ୍ରବୋଧନ+ଈ.) — ହରିଙ୍କର ଉତ୍ଥାନ ଏକାଦଶୀ; କାର୍ତ୍ତିକ ଶୁକ୍ଳ ଏକାଦଶୀ — The 11th day of the bright fortnight of the month of Kārttika