ପ୍ରବେଷ୍ଟ Prabeshṭa
- ସଂ. ବି. (ପ୍ର+ବେଷ୍ଟ୍ଧାତୁ=ବେଢ଼ିବା+କରଣ. ଅ) — ବାହୁ — Arm
- ସଂ. ବି. (ପ୍ର+ବେଷ୍ଟ୍ଧାତୁ=ବେଢ଼ିବା+କରଣ. ଅ) — ବାହୁର ନୀଚଭାଗ — Lower arm
- ସଂ. ବି. (ପ୍ର+ବେଷ୍ଟ୍ଧାତୁ=ବେଢ଼ିବା+କରଣ. ଅ) — ଦକ୍ଷିଣ ବାହୁ — Right arm
- ସଂ. ବି. (ପ୍ର+ବେଷ୍ଟ୍ଧାତୁ=ବେଢ଼ିବା+କରଣ. ଅ) — ହସ୍ତୀର ଦନ୍ତ ମୂଳର ମାଂସ — An elephant's gum
- ସଂ. ବି. (ପ୍ର+ବେଷ୍ଟ୍ଧାତୁ=ବେଢ଼ିବା+କରଣ. ଅ) — ଗଜପୃଷ୍ଠର ଆସ୍ତରଣ — A covering for the back of an elephant