ପ୍ରଧାନ Pradhāna

  • ସଂ. ବି. (ପ୍ର+ଧା. ଧାତୁ=ଧାରଣ କରିବା+କର୍ତ୍ତୃ. ଅନ) — (ସାକାର ଜଗତର ଆଦି ବୀଜ) ପରମେଶ୍ୱର — God (the seed of the material world)
  • ସଂ. ବି. (ପ୍ର+ଧା. ଧାତୁ=ଧାରଣ କରିବା+କର୍ତ୍ତୃ. ଅନ) — ପରମାତ୍ମା — The Universal Soul
  • ସଂ. ବି. (ପ୍ର+ଧା. ଧାତୁ=ଧାରଣ କରିବା+କର୍ତ୍ତୃ. ଅନ) — ପ୍ରକୃତି; ଜଗତର ମୂଳକାରଣ — Nature; the creative energy
  • ସଂ. ବି. (ପ୍ର+ଧା. ଧାତୁ=ଧାରଣ କରିବା+କର୍ତ୍ତୃ. ଅନ) — ଆଦ୍ୟାପ୍ରକୃତି; ସୃଷ୍ଟି ବା ବିକାଶପୂର୍ବରୁ ବିଦ୍ୟମାନା ପ୍ରକୃତି — Unevolved Nature
  • ସଂ. ବି. (ପ୍ର+ଧା. ଧାତୁ=ଧାରଣ କରିବା+କର୍ତ୍ତୃ. ଅନ) — ବୁଦ୍ଧି — Intellect; Understanding
  • ସଂ. ବି. (ପ୍ର+ଧା. ଧାତୁ=ଧାରଣ କରିବା+କର୍ତ୍ତୃ. ଅନ) — ଶ୍ରେଷ୍ଠ ବିଷୟ — Chief or principal matter
  • ସଂ. ବି. (ପ୍ର+ଧା. ଧାତୁ=ଧାରଣ କରିବା+କର୍ତ୍ତୃ. ଅନ) — ଶ୍ରେଷ୍ଠ ବ୍ୟକ୍ତି — Principal person
  • ସଂ. ବି. (ପ୍ର+ଧା. ଧାତୁ=ଧାରଣ କରିବା+କର୍ତ୍ତୃ. ଅନ) — ଶ୍ରେଷ୍ଠ ବସ୍ତୁ — Principal object or thing
  • ସଂ. ବି. (ପ୍ର+ଧା. ଧାତୁ=ଧାରଣ କରିବା+କର୍ତ୍ତୃ. ଅନ) — ରାଜାଙ୍କର ଅମାତ୍ୟ; ମନ୍ତ୍ରୀ — Minister
  • ସଂ. ବି. (ପ୍ର+ଧା. ଧାତୁ=ଧାରଣ କରିବା+କର୍ତ୍ତୃ. ଅନ) — ରାଜାଙ୍କ ସହଚର — A courtier
  • ସଂ. ବି. (ପ୍ର+ଧା. ଧାତୁ=ଧାରଣ କରିବା+କର୍ତ୍ତୃ. ଅନ) — ରାଜାଙ୍କ ସେନାପତି — General of a king
  • ସଂ. ବି. (ପ୍ର+ଧା. ଧାତୁ=ଧାରଣ କରିବା+କର୍ତ୍ତୃ. ଅନ) — ହସ୍ତୀପକ; ମାହୁନ୍ତ — The driver of an elephant