ପ୍ରଧାନ ପାଟ Pradhāna pāṭa
- ଦେ. ବି. (ନାମ) — ବାମଣ୍ଡା ରାଜ୍ୟର ରାଜଧାନୀ ଦେବଗଡ଼ର ସନ୍ନିକଟସ୍ଥ ଗୋଟିଏ ଝର — Name of a mountain-spring in the State of Bamra in Orissa
- ଦେ. ବି. (ନାମ) — ପ୍ରଧାନ ପାଟର ପ୍ରପାତ ଭୀଷଣ—ରାଧାନାଥ, ନନ୍ଦିକେଶ୍ୱରୀ।
- ଦେ. ବି. (ନାମ) — [ଦ୍ର—ଏହିଠାରୁ ଯନ୍ତ୍ରଦ୍ୱାରା ଜଳ ନିଆଯାଇ ଦେବଗଡ଼ବାସୀଙ୍କୁ କଳପାଣି ଯୋଗାଯାଏ। ବାମଣ୍ଡାର ରାଜା ସ୍ୱର୍ଗୀୟ ସୁଢଳ ଦେବ ଏ ପ୍ରପାତର ଧାରେ ଧାରେ ପାହାଡ଼ର ଉପରକୁ ଉଠିବା ପାଇଁ ପକ୍କା ସିଡ଼ି କରିଥିବାରୁ ସେହି ସିଡ଼ି ବାଟେ ଏ ଝରଣାର ମୂଳଦେଶରୁ ପାହାଡ଼ ଉପରକୁ ଉଠି ହୁଏ। ଏହାର ଶୋଭା ଅତି ମନୋହର।]