ପ୍ରଦ୍ରାବ Pradrāba

  • ସଂ. ବି. (ପ୍ର+ଦ୍ରୁ ଧାତୁ=ଯିବା+ଭାବ. ଅ) — ପ୍ରସ୍ଥାନ; ପଳାୟନ — Flight; retreat; fleeing away
  • ସଂ. ବି. (ପ୍ର+ଦ୍ରୁ ଧାତୁ=ଯିବା+ଭାବ. ଅ) — ଦଉଡ଼ିବା — Running
  • ସଂ. ବି. (ପ୍ର+ଦ୍ରୁ ଧାତୁ=ଯିବା+ଭାବ. ଅ) — ଦ୍ରୁତ ଗତି — Speed; quick motion