ପ୍ରଧମନ Pradhamana
- ସଂ. ବି. (ପ୍ର+ଧ୍ମା ଧାତୁ+ଭାବ. ଅନ) — ନାକଦ୍ୱାରା ଔଷଧାର୍ଥ ନସ୍ୟାଦି ଶୁଙ୍ଘିବା କ୍ରିୟା (ହି. ଶ) — The act of taking something through the nose for a medicinal purpose
- ସଂ. ବି. (ପ୍ର+ଧ୍ମା ଧାତୁ+ଭାବ. ଅନ) — (+କର୍ମ. ଅନ) ଔଷଧାର୍ଥେ ବ୍ୟବହୃତ ନସ୍ୟ — Medicinal snuff