ପ୍ରତିମା Pratimā
- ସଂ. ବି. (ପ୍ରତି+ମା ଧାତୁ=ପରିମାଣ କରିବା+କର୍ମ. ଅ;+ଆ) ପିତୁଳା; ପ୍ରତିମୂର୍ତ୍ତି — Idol; image
- ସଂ. ବି. (ପ୍ରତି+ମା ଧାତୁ=ପରିମାଣ କରିବା+କର୍ମ. ଅ;+ଆ) ରୂପ — Figure
- ସଂ. ବି. (ପ୍ରତି+ମା ଧାତୁ=ପରିମାଣ କରିବା+କର୍ମ. ଅ;+ଆ) ସାଦୃଶ୍ୟ; ପ୍ରତିକୃତି — Likeness; similarity; resemblance
- ସଂ. ବି. (ପ୍ରତି+ମା ଧାତୁ=ପରିମାଣ କରିବା+କର୍ମ. ଅ;+ଆ) ଛବି — Picture
- ସଂ. ବି. (ପ୍ରତି+ମା ଧାତୁ=ପରିମାଣ କରିବା+କର୍ମ. ଅ;+ଆ) ଦେବ ବିଗ୍ରହ; ଦେବମୂର୍ତ୍ତି — Image of a Deity; idol
- ସଂ. ବି. (ପ୍ରତି+ମା ଧାତୁ=ପରିମାଣ କରିବା+କର୍ମ. ଅ;+ଆ) ଚିହ୍ନ — Symbol
- ସଂ. ବି. (ପ୍ରତି+ମା ଧାତୁ=ପରିମାଣ କରିବା+କର୍ମ. ଅ;+ଆ) ପ୍ରତିବିମ୍ବ — Reflected image
- ସଂ. ବି. (ପ୍ରତି+ମା ଧାତୁ=ପରିମାଣ କରିବା+କର୍ମ. ଅ;+ଆ) ଗଜର ଦନ୍ତଦ୍ୱୟର ମଧ୍ୟଭାଗରେ ଶୁଣ୍ଢର ଉପର ଅଂଶ — The part of an elephant's trunk between the tusks
- ସଂ. ବି. (ପ୍ରତି+ମା ଧାତୁ=ପରିମାଣ କରିବା+କର୍ମ. ଅ;+ଆ) (+କରଣ. ଅ+ଆ)—ବଟକରା — Standard pieces used in weighing
- ସଂ. ବି. (ପ୍ରତି+ମା ଧାତୁ=ପରିମାଣ କରିବା+କର୍ମ. ଅ;+ଆ) ସାହିତ୍ୟର ଅଳଙ୍କାରବିଶେଷ (ହି. ଶ.) — A figure of speech
- ସଂ. ବି. (ପ୍ରତି+ମା ଧାତୁ=ପରିମାଣ କରିବା+କର୍ମ. ଅ;+ଆ) [ଦ୍ର—ଏଥିରେ ମୁଖ୍ୟ ବ୍ୟକ୍ତିର ବା ପଦାର୍ଥର ଅଭାବରେ ତତ୍— ସଦୃଶ କୌଣସି ବ୍ୟକ୍ତିର ବା ପଦାର୍ଥର ସ୍ଥାପନାର ବର୍ଣ୍ଣନ କରାଯାଏ— (ହି. ଶ.)]
- ସଂ. ବିଣ. (ସମାସରେ) ପ୍ରତିମର ସ୍ତ୍ରୀଲିଙ୍ଗ — Feminine of Pratima