ପ୍ରତିଭୂ Pratibhū

  • ସଂ. ବି. (ପ୍ରତି+ଭୂ ଧାତୁ=ହେବା+କର୍ତ୍ତୃ. କ୍ୱିପ୍) — ଯାମିନ୍ଦାର୍; ଯେ କଚିରି ଆଦିରେ ଅନ୍ୟ ବ୍ୟକ୍ତି ପାଇଁ ଦାୟିତ୍ୱ ଗ୍ରହଣ କରିବାକୁ ସ୍ୱୀକାର କରେ; ପରର ଦାୟିତ୍ୱ ଗ୍ରହଣକାରୀ ବ୍ୟକ୍ତି — A person standing as a surety for another; a security; bondsman
  • ସଂ. ବି. (ପ୍ରତି+ଭୂ ଧାତୁ=ହେବା+କର୍ତ୍ତୃ. କ୍ୱିପ୍) — ଯାମିନ୍ — Bail; security