ପ୍ରତିମଣ୍ଡଳ Pratimaṇdaḻa

  • ସଂ. ବି. (ପ୍ରତି+ମଣ୍ଡଳ) — ସୂର୍ଯ୍ୟ ଆଦି ଉଜ୍ଜ୍ୱଳ ଗ୍ରହଙ୍କ ମଣ୍ଡଳ; ପରିବେଶ (ହି. ଶ.) — The halo round the sun and other luminaries