ପ୍ରତିମା ଗୃହ Pratimā gṛuha

  • ଦେ. ବି. (ଆଧୁନିକ ବ୍ୟବହାର) — ଯେଉଁ ଗୃହରେ ପ୍ରାଚୀନ କାଳର ପ୍ରତିମାଦି ଦ୍ରବ୍ୟସମ୍ଭାର ସାଧାରଣଙ୍କ ଦର୍ଶନାର୍ଥ ରକ୍ଷିତ ହୁଏ; ଯାଦୁଘର — A museum