ପ୍ରତିବଳ Pratibaḻa

  • ସଂ. ବିଣ. (ପ୍ରତି=ସମାନ+ବଳ) — ସମବଳଶାଳୀ — Having equal strength
  • ସଂ. ବିଣ. (ପ୍ରତି=ସମାନ+ବଳ) — ଯାହାସଙ୍ଗେ ଲଢ଼ିବାକୁ ସମବଳଶାଳୀ ବା ସମକକ୍ଷ ଯୋଦ୍ଧା ଥାଏ — Equally matched
  • ସଂ. ବି — ସମକକ୍ଷ ଯୋଦ୍ଧା — Well-matched adversary