ପ୍ରତିବନ୍ଧ Pratibandha

  • ସଂ. ବି (ପ୍ରତି+ବନ୍ଧ୍ ଧାତୁ=ବାନ୍ଧିବା+ଭାବ. ଅ) — ବନ୍ଧନ — Binding
  • ସଂ. ବି (ପ୍ରତି+ବନ୍ଧ୍ ଧାତୁ=ବାନ୍ଧିବା+ଭାବ. ଅ) — ସମ୍ବନ୍ଧ — Connection
  • ସଂ. ବି (ପ୍ରତି+ବନ୍ଧ୍ ଧାତୁ=ବାନ୍ଧିବା+ଭାବ. ଅ) — ବାଧା; ବିଘ୍ନ — Obstacle; impediment
  • ସଂ. ବି (ପ୍ରତି+ବନ୍ଧ୍ ଧାତୁ=ବାନ୍ଧିବା+ଭାବ. ଅ) — ନିରାଶା — Disappointment
  • ସଂ. ବିଣ. (+କର୍ମ. ଅ) — ନିବାରିତ — Prevented
  • ସଂ. ବିଣ. (+କର୍ମ. ଅ) — ବାଧାପ୍ରାପ୍ତ — Impeded; thwarted