ପ୍ରତିବଧ Pratibadha

  • ସଂ. ବି (ପ୍ରତି+ବଧ୍ ଧାତୁ=ବିନାଶ କରିବା+ଅ) — ପ୍ରତିହିଂସାମୂଳକ ହତ୍ୟା — Killing in revenge
  • ସଂ. ବି (ପ୍ରତି+ବଧ୍ ଧାତୁ=ବିନାଶ କରିବା+ଅ) — ବାଳକ ପ୍ରତିବଧେ ହେରି, ଆପଣା ତନୁ ତ୍ୟାଗ କରି । ଭୂପତି, ପ୍ରେମପଞ୍ଚାମୃତ।