ପ୍ରତିବାଦି Pratibadi
- ଦେ. ବି. (କଚିରିଆ ଭାଷା; ସଂ. ପ୍ରତିବାଦୀ) — ପ୍ରତିବାଦୀ (ଦେଖ) — Pratibādī (See)
- ଦେ. ବି. (କଚିରିଆ ଭାଷା; ସଂ. ପ୍ରତିବାଦୀ) — ବିବାଦ — 2. Dispute
- ଦେ. ବି. (କଚିରିଆ ଭାଷା; ସଂ. ପ୍ରତିବାଦୀ) — (ଯଥା—ତାର ମୋର ପ୍ରତିବାଦି ଅଛି।)
- ଦେ. ବି. (କଚିରିଆ ଭାଷା; ସଂ. ପ୍ରତିବାଦୀ) — ମନୋମାଳିନ୍ୟ — Ill feeling
- ଦେ. ବି. (କଚିରିଆ ଭାଷା; ସଂ. ପ୍ରତିବାଦୀ) — ଅହନ୍ତା — Grudge; spite
- ଦେ. ବି. (କଚିରିଆ ଭାଷା; ସଂ. ପ୍ରତିବାଦୀ) — (ଯଥା—ସେ ପ୍ରତିବାଦିରେ ମୋ ନାଆଁରେ ମିଛ ମକଦ୍ଦମା କରିଛି)
- ଦେ. ବିଣ — ଶତ୍ରୁତାପନ୍ନ — Inimical