ପ୍ରତାପ Pratāpa

  • ସଂ. ବି. (ପ୍ର+ତପ୍ ଧାତୁ=ତତାଇବା+ଭାବ. ଅ) — ମହତ୍ତ୍ୱ; ପ୍ରଭାବ — Dignity; greatness
  • ସଂ. ବି. (ପ୍ର+ତପ୍ ଧାତୁ=ତତାଇବା+ଭାବ. ଅ) — ଐଶ୍ୱର୍ଯ୍ୟ — Majesty
  • ସଂ. ବି. (ପ୍ର+ତପ୍ ଧାତୁ=ତତାଇବା+ଭାବ. ଅ) — ପ୍ରଭୁଶକ୍ତି; ପ୍ରଭୁତ୍ୱ — Mastery
  • ସଂ. ବି. (ପ୍ର+ତପ୍ ଧାତୁ=ତତାଇବା+ଭାବ. ଅ) — ବଳ; ପରାକ୍ରମ; କ୍ଷମତା — Might; power
  • ସଂ. ବି. (ପ୍ର+ତପ୍ ଧାତୁ=ତତାଇବା+ଭାବ. ଅ) — ରାଜାଙ୍କର ଧନ, ଦଣ୍ଡ ଓ ସୈନ୍ୟାଦିଜନିତ ଶକ୍ତି — Regal majesty or dignity
  • ସଂ. ବି. (ପ୍ର+ତପ୍ ଧାତୁ=ତତାଇବା+ଭାବ. ଅ) — ତେଜଃ — Spirit; energy; vigour
  • ସଂ. ବି. (ପ୍ର+ତପ୍ ଧାତୁ=ତତାଇବା+ଭାବ. ଅ) — ସାହସ; ବୀର୍ଯ୍ୟ; ବୀରତ୍ୱ — Heroism; valour
  • ସଂ. ବି. (ପ୍ର+ତପ୍ ଧାତୁ=ତତାଇବା+ଭାବ. ଅ) — ଔଜ୍ଜ୍ୱଲ୍ୟ; ଦୀପ୍ତି — Splendour; radiance
  • ସଂ. ବି. (ପ୍ର+ତପ୍ ଧାତୁ=ତତାଇବା+ଭାବ. ଅ) — ଆତପ; ଖରା — Sunshine
  • ସଂ. ବି. (ପ୍ର+ତପ୍ ଧାତୁ=ତତାଇବା+ଭାବ. ଅ) — ତାପ; ଗରମି — Heat
  • ସଂ. ବି. (ପ୍ର+ତପ୍ ଧାତୁ=ତତାଇବା+ଭାବ. ଅ) — ସନ୍ତାପ — Burning heat
  • ସଂ. ବି. (ପ୍ର+ତପ୍ ଧାତୁ=ତତାଇବା+ଭାବ. ଅ) — ଅର୍କ ଗଛ — The swallow wart (plant).; Calotropis Gigantea