ପ୍ରତର୍ଦ୍ଦନ Pratarddana

  • ସଂ. ବି. (ପ୍ର+ତର୍ଦ୍ ଧାତୁ+କର୍ତ୍ତୃ. ଅନ) — ଦିବୋଦାସଙ୍କ ପୁତ୍ର, ମଦାଳସାଙ୍କ ସ୍ୱାମୀ ଓ ରାମଚନ୍ଦ୍ରଙ୍କ ସମସାମୟିକ କାଶୀର ରାଜା — Name of a king of Benares who was a contemporary of Rāmachandra
  • ସଂ. ବି. (ପ୍ର+ତର୍ଦ୍ ଧାତୁ+କର୍ତ୍ତୃ. ଅନ) — ଋଷିବିଶେଷ — Name of a sage
  • ସଂ. ବି. (ପ୍ର+ତର୍ଦ୍ ଧାତୁ+କର୍ତ୍ତୃ. ଅନ) — ବିଷ୍ଣୁ — A name of Bishṇu
  • ସଂ. ବି. (ପ୍ର+ତର୍ଦ୍ ଧାତୁ+କର୍ତ୍ତୃ. ଅନ) — ତାଡ଼ନକାରୀ — Beating; chastising
  • ସଂ. ବି. (ପ୍ର+ତର୍ଦ୍ ଧାତୁ+କର୍ତ୍ତୃ. ଅନ) — (+ଭାବ+ଅନ) ତାଡ଼ନ — Beating