ପ୍ରତାନିନୀ Pratāninī

  • ସଂ. ବି—(ପ୍ର+ତନ୍ ଧାତୁ=ବିସ୍ତୃତ ହେବା+କର୍ତ୍ତୃ. ଇନ୍ +ସ୍ତ୍ରୀ. ଈ) — ଲତା — Creeper
  • ସଂ. ବି—(ପ୍ର+ତନ୍ ଧାତୁ=ବିସ୍ତୃତ ହେବା+କର୍ତ୍ତୃ. ଇନ୍ +ସ୍ତ୍ରୀ. ଈ) — ବିସ୍ତୃତ ଲତା — A spreading creeper