ପ୍ରତର୍କ Pratarka

  • ସଂ. ବି. (ପ୍ର+ତର୍କ) — ସଂଶୟ; ସନ୍ଦେହ — Doubt
  • ସଂ. ବି. (ପ୍ର+ତର୍କ) — ଅନୁମାନ — Conjecture; guess; supposition
  • ସଂ. ବି. (ପ୍ର+ତର୍କ) — ତର୍କ; ବାଦବିବାଦ — Argument