ପ୍ରତପନ Pratapana

  • ସଂ. ବି. (ପ୍ର+ତପ ଧାତୁ=ତତାଇବା+ଭାବ ଅନ) — ତତାଇବା — Heating
  • ସଂ. ବି. (ପ୍ର+ତପ ଧାତୁ=ତତାଇବା+ଭାବ ଅନ) — ଗରମି; ଉତ୍ତାପ — Heat