ପ୍ରତପ୍ତ Pratapta
- ସଂ. ବିଣ. (ପ୍ର+ତପ୍ ଧାତୁ=ତତାଇବା+କର୍ମ. ତ) — ଉତ୍ତପ୍ତ; ଗରମ; ଉଷ୍ଣ — Hot
- ସଂ. ବିଣ. (ପ୍ର+ତପ୍ ଧାତୁ=ତତାଇବା+କର୍ମ. ତ) — ତାପିତ — Heated
- ସଂ. ବିଣ. (ପ୍ର+ତପ୍ ଧାତୁ=ତତାଇବା+କର୍ମ. ତ) — ଅତ୍ୟୁଗ୍ର — Ardent
- ସଂ. ବିଣ. (ପ୍ର+ତପ୍ ଧାତୁ=ତତାଇବା+କର୍ମ. ତ) — ତେଜସ୍ୱୀ — Spirited; mettled
- ସଂ. ବିଣ. (ପ୍ର+ତପ୍ ଧାତୁ=ତତାଇବା+କର୍ମ. ତ) — କଥିତ — Said
- ସଂ. ବିଣ. (ପ୍ର+ତପ୍ ଧାତୁ=ତତାଇବା+କର୍ମ. ତ) — ଘୋଷିତ — Declared
- ସଂ. ବିଣ. (ପ୍ର+ତପ୍ ଧାତୁ=ତତାଇବା+କର୍ମ. ତ) — ଦୁଃଖିତ — Pained