ପ୍ରଣତି Praṇati
- ସଂ. ବି (ପ୍ର+ନମ୍ ଧାତୁ+ ଭାବ. ତି; ଣତ୍ୱ ବିଧାନ) — ପ୍ରଣିପାତ; ପ୍ରଣାମ; ଦଣ୍ଡବତ — Obeisance; bow; salutation
- ସଂ. ବି (ପ୍ର+ନମ୍ ଧାତୁ+ ଭାବ. ତି; ଣତ୍ୱ ବିଧାନ) — ନମ୍ରଭାବ; ନମ୍ରତା — Humility
- ସଂ. ବି (ପ୍ର+ନମ୍ ଧାତୁ+ ଭାବ. ତି; ଣତ୍ୱ ବିଧାନ) — ଶିଷ୍ଟାଚାର — Courtesy; etiquitte