ପ୍ରଣଦିତ୍ସା Prāṇaditsā

  • ସଂ. ବି. (ପ୍ରାଣ+ଦା ଧାତୁ (ସନ୍)+ଅ+ସ୍ତ୍ରୀ.ଆ) — ପ୍ରାଣଦାନେଚ୍ଛା — The desire for giving up one's life
  • ସଂ. ବି. (ପ୍ରାଣ+ଦା ଧାତୁ (ସନ୍)+ଅ+ସ୍ତ୍ରୀ.ଆ) — ନୁହଇ ତ କେବେ ପରହିତେ ପ୍ରାଣଦିତ୍ସା ମାନବ ବେଭାର। ଚିନ୍ତାମଣି. ବିକ୍ରମାଦିତ୍ୟ।