ପ୍ରଜ୍ୱାଳିତ Prajwāḻita

  • ସଂ. ବିଣ. (ପ୍ର+ଜ୍ୱାଳିତ) ଯହିଁରେ ନିଆଁ ଲଗାଇ ଦିଆଯାଇ ଥାଏ; ପ୍ରଦୀପିତ — Enkindled; set fire to; ignited