ପ୍ରଣତ Praṇata

  • ସଂ. ବିଣ. ପୁଂ. (ପ୍ର+ନମ୍ ଧାତୁ+କର୍ତ୍ତୃ. ତ; ଣତ୍ୱ ବିଧାନ) — କୃତ ପ୍ରଣାମ; ଯେ ନମସ୍କାର କରିଅଛି — Having made obeisance; obeisant
  • ସଂ. ବିଣ. ପୁଂ. (ପ୍ର+ନମ୍ ଧାତୁ+କର୍ତ୍ତୃ. ତ; ଣତ୍ୱ ବିଧାନ) — ନତ; ଆଗକୁ ନଇଁ ପଡ଼ିଥିବା — Bent; bowed down; prostrate
  • ସଂ. ବିଣ. ପୁଂ. (ପ୍ର+ନମ୍ ଧାତୁ+କର୍ତ୍ତୃ. ତ; ଣତ୍ୱ ବିଧାନ) — ବକ୍ର — Curved; crooked; oblique
  • ସଂ. ବିଣ. ପୁଂ. (ପ୍ର+ନମ୍ ଧାତୁ+କର୍ତ୍ତୃ. ତ; ଣତ୍ୱ ବିଧାନ) — ପଟୁ — Skilful; competent
  • ସଂ. ବିଣ. ପୁଂ. (ପ୍ର+ନମ୍ ଧାତୁ+କର୍ତ୍ତୃ. ତ; ଣତ୍ୱ ବିଧାନ) — ନମ୍ର — Humble
  • ସଂ. ବିଣ. ପୁଂ. (ପ୍ର+ନମ୍ ଧାତୁ+କର୍ତ୍ତୃ. ତ; ଣତ୍ୱ ବିଧାନ) — ଅନୁଗତ; ଆଜ୍ଞାନୁବର୍ତ୍ତୀ — Obedient
  • ସଂ. ବି — ଭକ୍ତ (ହି. ଶ) — Devotee
  • ସଂ. ବି — ଉପାସକ (ହି. ଶ) — Worshipper