ପ୍ରଚଣ୍ଡ Prachaṇḍa

  • ସଂ. ବିଣ. (ପ୍ର+ଚଣ୍ଡ) — ତୀବ୍ର; ପ୍ରଖର; ଉଗ୍ର — Sharp; bitter
  • ସଂ. ବିଣ. (ପ୍ର+ଚଣ୍ଡ) — ଏକଜିଦିଆ — Obstinate; head-strong
  • ସଂ. ବିଣ. (ପ୍ର+ଚଣ୍ଡ) — ଦୁଃସହ; ଅସହ୍ୟ — Intolerable
  • ସଂ. ବିଣ. (ପ୍ର+ଚଣ୍ଡ) — ଦୁର୍ଦ୍ଧର୍ଷ — Indomitable
  • ସଂ. ବିଣ. (ପ୍ର+ଚଣ୍ଡ) — ପ୍ରବଳ; ପ୍ରତାପୀ — Mighty
  • ସଂ. ବିଣ. (ପ୍ର+ଚଣ୍ଡ) — ଅତ୍ୟନ୍ତ କୋପଯୁକ୍ତ — Impetuous; very angry; violent; passionate
  • ସଂ. ବିଣ. (ପ୍ର+ଚଣ୍ଡ) — ଅତ୍ୟୁଷ୍ଣ — Very hot
  • ସଂ. ବିଣ. (ପ୍ର+ଚଣ୍ଡ) — ଭୟଙ୍କର; ଭୀଷଣ — Ferocious
  • ସଂ. ବିଣ. (ପ୍ର+ଚଣ୍ଡ) — କଠିନ; କଠୋର (ହି. ଶ) — Harsh; hard
  • ସଂ. ବି — ଶିବଙ୍କ ଗଣବିଶେଷ — Name of an attendant of Ṡiba
  • ସଂ. ବି — ଧଳା କରବୀ ଫୁଲ (ହି. ଶ.) — White oleander (flower)