ପ୍ରଚର Prachara

  • ସଂ. ବି (ପ୍ର+ଚର୍ ଧାତୁ=ଯିବା+ଅଧିକରଣେ. ଅ) — ପଥ; ବର୍ତ୍ତ୍ମ; ମାର୍ଗ — Path; road
  • ସଂ. ବି (ପ୍ର+ଚର୍ ଧାତୁ=ଯିବା+ଅଧିକରଣେ. ଅ) — (+ ଭାବ. ଅ) ବ୍ୟବହାର; ରୀତି — Custom; usage
  • ସଂ. ବି (ପ୍ର+ଚର୍ ଧାତୁ=ଯିବା+ଅଧିକରଣେ. ଅ) — ପ୍ରଚଳନ — Currency
  • ସଂ. ବି (ପ୍ର+ଚର୍ ଧାତୁ=ଯିବା+ଅଧିକରଣେ. ଅ) — ବିସ୍ତୃତ ହେବା — Spreading; diffusion
  • ସଂ. ବି (ପ୍ର+ଚର୍ ଧାତୁ=ଯିବା+ଅଧିକରଣେ. ଅ) — ପ୍ରସିଦ୍ଧି — Publicity