ପ୍ରଚୟ Prachaya

  • ସଂ. ବି (ପ୍ର+ଚି ଧାତୁ=ଛିଣ୍ଡାଇବା+ଭାବ. ଅ) — ଚୟନ; ସଂଗ୍ରହ; ଗୋଟାଇବା — Collection; gathering; picking up
  • ସଂ. ବି (ପ୍ର+ଚି ଧାତୁ=ଛିଣ୍ଡାଇବା+ଭାବ. ଅ) — (+ କର୍ମ. ଅ) ରାଶି; ସ୍ତୂପ; ପୁଞ୍ଜ — Mass; heap
  • ସଂ. ବି (ପ୍ର+ଚି ଧାତୁ=ଛିଣ୍ଡାଇବା+ଭାବ. ଅ) — ଗୋଟା ବାନ୍ଧିବା; ଜମାଟ — Union; aggregation
  • ସଂ. ବି (ପ୍ର+ଚି ଧାତୁ=ଛିଣ୍ଡାଇବା+ଭାବ. ଅ) — ଉପଚୟ; ବୃଦ୍ଧି — Growth; increase
  • ସଂ. ବି (ପ୍ର+ଚି ଧାତୁ=ଛିଣ୍ଡାଇବା+ଭାବ. ଅ) — ଦଳ; ସମୂହ (ହି. ଶ) — Herd; flock
  • ସଂ. ବି (ପ୍ର+ଚି ଧାତୁ=ଛିଣ୍ଡାଇବା+ଭାବ. ଅ) — ଲଗି ଆଦି ଦ୍ୱାରା ଗଛରୁ ଫୁଲ ଫଳ ସଂଗ୍ରହ କରିବା (ହି. ଶ) — Picking up of flowers and fruits with the help of a pole