ପ୍ରଚଣ୍ଡା Prachaṇḍā

  • ସଂ. ବିଣ. ସ୍ତ୍ରୀ—(ପ୍ରଚଣ୍ଡ+ଆ) — ପ୍ରଚଣ୍ଡର ସ୍ତ୍ରୀଲିଙ୍ଗ — Feminine of Prachaṇḍa
  • ସଂ. ବି. ସ୍ତ୍ରୀ — ଦୁର୍ଗା; ଚଣ୍ଡୀ — Goddess chaṇḍī
  • ସଂ. ବି. ସ୍ତ୍ରୀ — ଦୁର୍ଗାଙ୍କର ଏକ ସଖୀ — Name of a companion of Durgā
  • ସଂ. ବି. ସ୍ତ୍ରୀ — ଶ୍ୱେତପୂର୍ବା — The pleached variety of Duba grass