ପ୍ରକଟକ Prakaṭaka

  • ସଂ. ବିଣ. ପୁଂ—(ପ୍ର+କଟ୍ ଧାତୁ+କର୍ତ୍ତୃ. ଅକ) — ଯାହା ପ୍ରକଟ କରେ; ପ୍ରକାଶକ — Exhibiting; publishing
  • ସଂ. ବିଣ. ପୁଂ—(ପ୍ର+କଟ୍ ଧାତୁ+କର୍ତ୍ତୃ. ଅକ) — ଲକ୍ଷ୍ୟ ପ୍ରବନ୍ଧ ବର୍ଣ୍ଣନ ଗହନ ପ୍ରକଟକ ଗଣ ଈଶ ମତ୍ତନ— ଭଞ୍ଜ. ପ୍ରେମସୁଧାନିଧି।