ପ୍ରଉଗ Prauga

  • ସଂ. ବି. — ରଥ ଦଣ୍ଡାର ସାମନା ପାଖର ତ୍ରିଭୁଜାକାର ଅଗ; ଶଗଡ଼ର ଝୁରାମୁଣ୍ଡି — The fore part of the shafts of a chariot or bullock cart. (M.W.)