ପ୍ରକଟିବା Prakaṭibā
- ଦେ. (ପଦ୍ୟ) କ୍ରି — ପ୍ରକଟିତ ବା ବ୍ୟକ୍ତ ହେବା — To be manifested
- ଦେ. (ପଦ୍ୟ) କ୍ରି — କଟିଘଣ୍ଟି ଭେକ ପ୍ରକଟି ରଚିଲେ ପୀନ ପୟୋଧର। କବିସୂର୍ଯ୍ୟ. ସଙ୍ଗୀତ।
- ଦେ. (ପଦ୍ୟ) କ୍ରି — ପ୍ରକଟ ବା ପ୍ରକାଶ କରିବା; ଦେଖାଇବା — To manifest; to show
- ଦେ. (ପଦ୍ୟ) କ୍ରି — ଶତ୍ରୁ ଦେଖି ତୁହି ସେ ରୂପେ ଚିଲିକା ପ୍ରକଟୁ ପ୍ରଚ୍ଛନ୍ନ ଶକ୍ତି ମାରାତ୍ମିକା। ରାଧାନାଥ. ଚିଲିକା।
- ଦେ. (ପଦ୍ୟ) କ୍ରି — ବ୍ୟକ୍ତ କରିବା — To express; to give vent to
- ଦେ. (ପଦ୍ୟ) କ୍ରି — ଆହା ମୋର ପତି କେଡ଼େ ଦୟାଳୁ ଗମ୍ଭୀର କୁଣ୍ଠିତ ପ୍ରକଟିବାକୁ ଅପରାଧ ମୋର। ତୁଳସୀ, ବିଚିତ୍ରରାମାୟଣ, ଆଦି।