ପ୍ରକଟୀକରଣ Prakaṭīkaraṇa
- ସଂ. ବି. (ପ୍ରକଟ+ଅଭୂତ ତଦ୍ଭାବେ. ଚ୍ୱି+କରଣ) — ଅବ୍ୟକ୍ତ ବିଷୟକୁ ବ୍ୟକ୍ତ କରିବା — Making visible
- ସଂ. ବି. (ପ୍ରକଟ+ଅଭୂତ ତଦ୍ଭାବେ. ଚ୍ୱି+କରଣ) — ପ୍ରକାଶ କରଣ — Promulgation; publishing
- ସଂ. ବି. (ପ୍ରକଟ+ଅଭୂତ ତଦ୍ଭାବେ. ଚ୍ୱି+କରଣ) — ସ୍ପଷ୍ଟ କରିବା — Making clear