ପେଣ୍ଡୁ Peṇḍu

  • ଦେ. ବି—(ସଂ. ପିଣ୍ଡ) — କନ୍ଦୁକ; ବଲ୍ — Ball
  • ଦେ. ବି—(ସଂ. ପିଣ୍ଡ) — ନଟୁ — A whirling top
  • ଦେ. ବି—(ସଂ. ପିଣ୍ଡ) — ପେଣ୍ଡୁ ମୋ କେ ନେଲା ଚୋରାଇ; ଅଞ୍ଚଳ ଯାଅ ଗୋ ଦେଖାଇ। ଭୂପତି. ପ୍ରେମପଞ୍ଚାମୃତ।