ପେଣ୍ଡ୍ରା Peṇḍ-rā

  • ପ୍ରାଦେ (ଗଡ଼ଜାତ) ବି—(ତା. ପଣ୍ଡା=ଘୁଷୁରୀ) — ହେଟା — Wolf
  • ପ୍ରାଦେ (ଗଡ଼ଜାତ) ବି—(ତା. ପଣ୍ଡା=ଘୁଷୁରୀ) — ଏକ ପ୍ରକାର ଛୋଟ ବାଘ; ଚିତାବାଘ — Small leopard