ପେଣ୍ଡି ଝିଞ୍ଜିରି Peṇḍi jhin̄jiri

  • ଦେ. ବି. — ଚଉଁରୀ ଭୁଣ୍ଡିରୁ ବା ଝରାକାଠିରୁ ଓହଳି ଥିବା ଝଞ୍ଜିରର ଗୁଚ୍ଛ — A cluster of pendants with chains hanging from the and of a hairpin