ପେଣ୍ଡି ଝଲକା Peṇḍi jhalakā

  • ଦେ. ବି. (ବଣିଆ ଶବ୍ଦ) — କାନର ବାଉଳି ଦେହରେ ପେନ୍ଥା ପେନ୍ଥା ହୋଇ ଝୁଲୁଥିବା ଝରା; ବାଉଳି ପରି ଉପର କାନର ଗୋଟିଏ ଅଳଙ୍କାର — An ear ornament consisting of a bunch of pendants suspended from a ring