ପେଚ କଷ୍ Pecha kash

  • ଦେ. ବି. (ଫା) — ଯେଉଁ ହତିଆରକୁ ପେଚକଣ୍ଟାର ମୁଣ୍ଡରେ ଥିବା ସରୁ ଘରା ଗାର ମଧ୍ୟରେ ପୂରାଇ ପେଚ କଣ୍ଟାକୁ ଆଣ୍ଟିବାକୁ ବା କାଢ଼ିବାକୁ ହୁଏ — A screw-driver