ପେଙ୍ଗୁ ନଳି Peṅgu naḻi

  • ଦେ. ବି — ଶିଶୁମାନେ କ୍ରୀଡ଼ାର୍ଥ ପେଙ୍ଗୁ କୋଳି ପୂରାଇ ଫୁଟାଇବା ପାଇଁ ବ୍ୟବହୃତ ମେଲା ବାଉଁଶ ନଳ — A bamboo tube open at both ends with which children play by putting a Peṅgu berry in it and ramming the berry with a slender rod