ପେଚକ Pechaka

  • ସଂ. ବି. (ପିଚ୍ ଧାତୁ=ବ୍ୟକ୍ତ କରିବା, ରାବିବା+ଅକ) — (ପୁ) ପେଚା (ଦେଖ) — Pechā (See)
  • ସଂ. ବି. (ପିଚ୍ ଧାତୁ=ବ୍ୟକ୍ତ କରିବା, ରାବିବା+ଅକ) — ହସ୍ତୀର ପୁଚ୍ଛର ମୂଳ ବା ଅଗ୍ର — The root or tip of an elephant's tail
  • ସଂ. ବି. (ପିଚ୍ ଧାତୁ=ବ୍ୟକ୍ତ କରିବା, ରାବିବା+ଅକ) — ଗୁହ୍ୟଦେଶାଚ୍ଛାଦକ ମାଂସ ପିଣ୍ଡ; ପଦ୍ମ — A lump of flesh covering the mouth of the anus
  • ସଂ. ବି. (ପିଚ୍ ଧାତୁ=ବ୍ୟକ୍ତ କରିବା, ରାବିବା+ଅକ) — ପର୍ଯ୍ୟଙ୍କ; ପଲଙ୍କ — Bedstead; sofa
  • ସଂ. ବି. (ପିଚ୍ ଧାତୁ=ବ୍ୟକ୍ତ କରିବା, ରାବିବା+ଅକ) — ମେଘ — Cloud
  • ସଂ. ବି. (ପିଚ୍ ଧାତୁ=ବ୍ୟକ୍ତ କରିବା, ରାବିବା+ଅକ) — ଉକୁଣି — Louse