ପେଚ ଜନ୍ତା Pecha jantā

  • ଦେ. ବି. (ବଣିଆ ଶବ୍ଦ) — ଅଳଙ୍କାରର ନାଡ଼ରେ ବା ସାଧା କଣ୍ଟାରେ ପେଚର ଘରା କରିବା ପାଇଁ ଛିଦ୍ର ଥିବା ଇଷ୍ପାତ ଦଣ୍ଡରେ ବା ପତ୍ରରେ ତିଆରି ହତିଆର — An instrument of steel for turning nails or pins into screws
  • ଦେ. ବି. (ବଣିଆ ଶବ୍ଦ) — [ଦ୍ର—ଏହି ଜନ୍ତାରେ ଥିବା ଛିଦ୍ରକୁ ପେଚର ଅଭିପ୍ରେତ ଆକାର ଅନୁସାରେ ବଡ଼ ଓ ସାନ କରାଯାଇ ପାରେ। କଣ୍ଟାର ମୁନକୁ ଉକ୍ତ ଜନ୍ତାର ଛିଦ୍ର ମଧ୍ୟରେ ପୂରାଇ ଜନ୍ତାକୁ ଘୂରାଇଲେ କଣ୍ଟାର ଦେହରେ ପେଚର ଘରା କାଟି ହୋଇଯାଏ। ]