ପୃଷ୍ଠ Pṛushṭha
- ସଂ. ବି. (ପୃଷ୍ ଧାତୁ=କ୍ଳାନ୍ତ ହେବା+ଅ) — ପିଠି — The back
- ସଂ. ବି. (ପୃଷ୍ ଧାତୁ=କ୍ଳାନ୍ତ ହେବା+ଅ) — ପଛଆଡ଼ — Back side
- ସଂ. ବି. (ପୃଷ୍ ଧାତୁ=କ୍ଳାନ୍ତ ହେବା+ଅ) — ବସ୍ତୁର ଉପର ପାଖ — Upper side
- ସଂ. ବି. (ପୃଷ୍ ଧାତୁ=କ୍ଳାନ୍ତ ହେବା+ଅ) — ବାହାର ପାଖ — Outside; outer surface
- ସଂ. ବି. (ପୃଷ୍ ଧାତୁ=କ୍ଳାନ୍ତ ହେବା+ଅ) — ପର୍ବତ ଆଦିର ମଥାନ — Ridge
- ସଂ. ବି. (ପୃଷ୍ ଧାତୁ=କ୍ଳାନ୍ତ ହେବା+ଅ) — ପଛ; ଶେଷ ଭାଗ — The rear
- ସଂ. ବି. (ପୃଷ୍ ଧାତୁ=କ୍ଳାନ୍ତ ହେବା+ଅ) — ଏକ ପାଖ; ତଳ — Surface
- ସଂ. ବି. (ପୃଷ୍ ଧାତୁ=କ୍ଳାନ୍ତ ହେବା+ଅ) — ପତ୍ରର ପିଠି ପାଖ; ପତ୍ରର ଯେଉଁ ପାଖ ଭୂମି ଆଡ଼କୁ ଥାଏ — The back of a leaf
- ସଂ. ବି. (ପୃଷ୍ ଧାତୁ=କ୍ଳାନ୍ତ ହେବା+ଅ) — ଦେଉଳର ଅଂଶବିଶେଷ — A part of a temple
- ସଂ. ବି. (ପୃଷ୍ ଧାତୁ=କ୍ଳାନ୍ତ ହେବା+ଅ) — [ଦ୍ର—ଦେଉଳ ତଳେ ନୋଟ ଦେଖ।]
- ସଂ. ବି. (ପୃଷ୍ ଧାତୁ=କ୍ଳାନ୍ତ ହେବା+ଅ) — ପୁସ୍ତକର ପତ୍ରର ଏକ ପାଖ — Page of a book
- ସଂ. ବି. (ପୃଷ୍ ଧାତୁ=କ୍ଳାନ୍ତ ହେବା+ଅ) — ପୁସ୍ତକର ପତ୍ର (ହି. ଶବ୍ଦସାଗର) — A leaf of a book