ପୃଷ୍ଠ ଦୃଷ୍ଟି Pṛushṭha dṛushṭi

  • ସଂ. ବି. (ବହୁବ୍ରୀହି; ପୃଷ୍ଠ+ଦୃଷ୍ଟି) — ଭଲ୍ଲୁକ; ଭାଲୁ — The bear
  • ବିଣ — ଯେ ପଛ ଆଡ଼କୁ ଚାହିଁ ପାରେ — Capable of looking behind