ପୃଷୋଦ୍ୟାନ Pṛushodyāna

  • ସଂ. ବି (ପୃଷତ=ସିଞ୍ଚିତ+ଉଦ୍ୟାନ; ନିପାତନସିଦ୍ଧ; ଯହିଁରେ ଜଳ ସେଚନ କରି ଗଛ ବଢ଼ାଯାଏ) — ଛୋଟ ବଗିଚା — A small garden