ପୃଷ୍ଠ ଚକ୍ଷୁଃ Pṛushṭha chakshuḥ

  • ସଂ. ବି. (ବହୁବ୍ରୀହି; ପୃଷ୍ଠ+ଚକ୍ଷୁସ୍; ପୃଷ୍ଠ ଦେଶରେ ଚକ୍ଷୁ ଯାହାର) — କର୍କଟ; କଙ୍କଡ଼ା — A crab
  • ସଂ. ବି. (ବହୁବ୍ରୀହି; ପୃଷ୍ଠ+ଚକ୍ଷୁସ୍; ପୃଷ୍ଠ ଦେଶରେ ଚକ୍ଷୁ ଯାହାର) — ଭଲ୍ଲୁକ; ଭାଲୁ — Bear